ରେଳ ସମସ୍ୟାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବି ପତ୍ର

ରେଳ ସମସ୍ୟାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବି ପତ୍ର

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଭିନ୍ନ ସମସ୍ୟା ନେଇ ଆସ୍କା ସାଂସଦ ଅନିତା ସୁଭଦର୍ଶନୀ ସାକ୍ଷାତ କରିଛନ୍ତି । ଆଲୋଚନା ବେଳେ ଖଲ୍ଲିକୋଟ ଅଞ୍ଚଳ ର ଜନ ସାଧାରଣଙ୍କ ପାଁଇ ରେଳପଥର କିଛି ସମସ୍ୟା ବିଷୟରେ କରିଥିଲେ । ଏହା ସହ ଖଲ୍ଲିକୋଟ ରେଳ ଷ୍ଟେସନ ରେ କୋଣାର୍କ ଏକ୍ସପେର୍ସ ଓ ବିଶାଖା ଏକ୍ସପ୍ରେସ ରହଣି ନିମନ୍ତେ ମାନ୍ୟବର ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ। ଏହା ସହ ଖଲ୍ଲିକୋଟ ନିକଟ ସମଲ ଠାରେ ପ୍ୟାସେଞ୍ଜର ରେଳ ଷ୍ଟେସନ ନିର୍ମାଣ ନିମନ୍ତେ ଦାବି ଉପସ୍ଥାପନା କରି ଲିଖିତ କାଗଜ ମଧ୍ୟ ଦେଇଥିଲେ । ଏହିପରି ଆସ୍କା ସାଂସଦିକ କ୍ଷେତ୍ରର ର ବହୁ ସମସ୍ୟା କୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *