ରୌପ୍ୟ ଜିତିଲେ ଓଡିଆ ପୁଅ

ରୌପ୍ୟ ଜିତିଲେ ଓଡିଆ ପୁଅ

ଗୋଟିଏ ପରେ ଗୋଟିଏ ସଫଳତା ଅର୍ଜନ କରି ଓଡିଶାର ନାଁ ବଢାଇ ଚାଲିଛନ୍ତି ଓଡିଆ ପୁଅମାନେ । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଜାତୀୟ ସ୍ତରରେ ମେଡାଲ ହାତେଇଛନ୍ତି ଜଣେ ଓଡିଆ । ସିବିଏସଇ ନ୍ୟାସନାଲ ଗେମସରେ ସ୍କେଟିଂ ରୌପ୍ୟ ଜିତିଛନ୍ତି ଓଡିଆ ପୁଅ ଦେବାଂଶ । ସିନ୍ଥେଟିକ ଟ୍ରାକ ଅଭାବ ଥିବାରୁ ସେ ଟାଇଲ ଉପରେ ହିଁ ଅଭ୍ୟାସ କରୁଥିଲେ । ଭୁବନେଶ୍ୱର ଉତ୍କଳ ୟୁନିକର୍ଣ୍ଣ କ୍ଲବରେ ପ୍ରାୟ ୨ଶହରୁ ଅଧିକ ଖେଳାଳି ଅଭ୍ୟାସ କରନ୍ତି । ବୁଦ୍ଧ ଜୟନ୍ତୀ ପାର୍କରେ ଖେଳାଳିମାନେ ଅଭ୍ୟାସ କରିଥାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *