ଲେଖକରୁ ଦକ୍ଷ ରାଜନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଲେଖକରୁ ଦକ୍ଷ ରାଜନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ଜନ୍ମଗହଣ କରିଥିଲେ ନବୀନ ପଟ୍ଟନାୟକ । ଓଡିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ଡେରାଡୁନ ସ୍କୁଲ ଓ ଦିଲ୍ଲୀରେ କଳାରେ ପଠପଢା କରିବା ପରେ ଜଣେ ଲେଖକ ଭାବେ ଅନେକ ବହି ମଧ୍ୟ ଲେଖିଛନ୍ତି । ବିଜୁ ବାବୁଙ୍କ ଦେହାନ୍ତ ପରେ ୧୯୯୭ ମସିହାରୁ ଆଜି ପର୍ଯ୍ୟନ୍ତ ରାଜନୀତିରେ ସକ୍ରୀୟ ଅଛନ୍ତି ନବୀନ ପଟ୍ଟନାୟକ । ୨୦୦୦ ମସିହା ହିଂଜିଳିରୁ ନିଜ ରାଜନୈତିକି କ୍ୟାରିୟର ଆରମ୍ଭ କରିଥିବା ନବୀନ ଆଜି ୨୫୦କୋଟି ଓଡିଆଙ୍କ ମୁଖ୍ୟମନ୍ତ୍ରୀ । ଓଡିଶାବାସୀଙ୍କ ପାଇଁ ନିଜ ସାରା ଜୀବନକୁ ଉତ୍ସଗ କରିଦେଇଛନ୍ତି ସେ । ନିଜର ସ୍ୱଚ୍ଛ, ନିର୍ମଳ ଗୁଣ ପାଇଁ ରାଜନୈତିକ ମହଲରେ ସେ ବେଶ ପ୍ରଶଂସନୀୟ ।

author

Related Articles

Leave a Reply

Your email address will not be published. Required fields are marked *