ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କର ପରଲୋକ

ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କର ପରଲୋକ

ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କର ପରଲୋକ । ୫୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଲୋକପ୍ରିୟ ଟେଲି ସିରିଏଲ ଅନୁପମାରେ ନଜର ଆସୁଥିଲେ ଋତୁରାଜ । ହଠାତ୍ ଋତୁରାଜଙ୍କ ମୃତ୍ୟୁକୁ ନେଇ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି । ଋତୁରାଜ ବିଭିନ୍ନ ଟିଭି ସିରିଏଲରେ କାମ କରୁଥିବା ବେଳେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ମନ ଜିଣିଥିଲେ । ୧୯ ଫେବ୍ରୁଆରୀରେ ଋତୁରାଜ ହୃଦଘାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବେଶ କିଛି ଦିନ ହେବ ଋତୁରାଜ ଅସୁସ୍ଥ ଥିଲେ । କେବଳ ଟେଲି ଜଗତରେ ନୁହେଁ ବରଂ ଫିଲ୍ମ ଓ ୱେବସିରିଜରେ ନିଜ ଅଭିନୟର ଛାପ ଛାଡିଥିଲେ ଋତୁରାଜ ।

author

Related Articles

Leave a Reply

Your email address will not be published. Required fields are marked *