ଲୋକସଭା ଘେରାଉ କରିବ କଂଗ୍ରେସ

ଲୋକସଭା ଘେରାଉ କରିବ କଂଗ୍ରେସ

ରାଜ୍ୟ ସରକାରଙ୍କ ଦୁର୍ନୀତିର ପେଡି ଖୋଲୁଛି ଓଡିଶା କଂଗ୍ରେସ । ରାଜ୍ୟର ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନିତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏହା ବିରୋଧରେ ପ୍ରତିବାଦ କରିବାକୁ ଯାଇ କଂଗ୍ରେସ ସରକାର ବିରୋଧରେ ଲୋକସେବା ଭବନ ଘେରାଉ କରିବ । ତାହାସହିତ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ହୋଇଛି ବୋଲି ଅଭିଯୋଗ ଆସିଛି ।ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *