ଲୋୟର ପିଏମଜିରେ ପୁଣି ଗର୍ଜିଲେ ମହିଳା

ଲୋୟର ପିଏମଜିରେ ପୁଣି ଗର୍ଜିଲେ ମହିଳା

ଲୋୟର ପିଏମଜିରେ ପୁଣି ଗର୍ଜିଲେ ମହିଳା । ବୟେକା ଦରମା ଦାବି ନେଇ ଗାନ୍ଧିମାର୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୀବିକା ମିଶନ ଓ ମିଶନଶକ୍ତିର ହଜାର ହଜାର ମହିଳା । ବର୍ଷ ବର୍ଷ ଧରି କାମ କରିବା ପରେ ପୁନ ନିର୍ମାଣ ଆଳରେ ସେମାନଙ୍କୁ ଛଟେଇ କରିବା ଏବଂ ନ୍ୟାୟ ନଦେବାରୁ ୬ ଦଫା ଦାବି ରଖି ରାସ୍ତାକୁ ଓହ୍ଲାଇଛନ୍ତି ଏହି ମହିଳାମାନେ । ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ସୁପାରିଶ ଭିତିରେ ୱାର୍କର ମାନ୍ୟତା ଦାବି କରିଛନ୍ତି । ଜୀବିକା ମିଶନ ଓ ମିଶନ ଶକ୍ତି ସମସ୍ତ ସ୍କିମ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଜୋର ଧରିଛି ।

author

Related Articles

Leave a Reply

Your email address will not be published. Required fields are marked *