ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ

ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ

ନିର୍ବାଚନ ପୂର୍ବରୁ ସାମରସଜ୍ଜା ପ୍ରସ୍ତୁତ କଲାଣି ଓଡିଶା କଂଗ୍ରେସ । ଆସନ୍ତା 21ରେ କଂଗ୍ରେସ କରିବ ମହିଳା ସମାବେଶ । ଏହି ସମାବେଶରେ ଶକ୍ତି ପ୍ରଦର୍ଶନ କରିବ ମହିଳା କଂଗ୍ରେସ । ଦମ୍ ଦେଖାଇବେ ନୂଆ ମହିଳା ସଭାପତି ମିନାକ୍ଷୀ ବାହିନୀପତି । ସମାବେଶରେ ଯୋଗଦେବେ ରାଷ୍ଟ୍ରୀୟ ମହିଳା ସଭାପତି ଅଳକା ଲାମ୍ବା । କଂଗ୍ରେସ ଭବନ ବାହାରେ ମହିଳା ସମାବେଶ କରାଯିବ । ସମସ୍ତ ସାଂଗଠନିକ ଜିଲ୍ଲାରୁ ମହିଳା ମାନେ ଆସି ଏହି ସମାବେଶରେ ଯୋଗଦେବେ ।

author

Related Articles

Leave a Reply

Your email address will not be published. Required fields are marked *