ଶଙ୍ଖ ଫୁଙ୍କିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ

ଶଙ୍ଖ ଫୁଙ୍କିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ

ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ବିଜେପି ପାର୍ଟି ଅଫିସରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପାଇଁ ମାରାଥନ ବୈଠକ ଅନୁଷ୍ଠିତ ହେଉଥିଲା । ଏପଟେ କିନ୍ତୁ ବିଜେଡି ଶିବିରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବାର ଦେଖିବାକୁ ମିଳିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର‌୍ୟ୍ୟକାରୀ ସଭାପତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ମୋନିଦୀପା ଅନ୍ୟ କର୍ମୀଙ୍କ ସହ ଆସି ବିଜେଡିରେ ସାମଲ ହୋଇଛନ୍ତି । ତାଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ତାଙ୍କର ଏକାଧିକ ସମର୍ଥକ ।

author

Related Articles

Leave a Reply

Your email address will not be published. Required fields are marked *