ଶସ୍ତା ହେଲା ଏଲପିଜି ସିଲିଣ୍ଡର….

ଶସ୍ତା ହେଲା ଏଲପିଜି ସିଲିଣ୍ଡର….

ମହିଳାଙ୍କ ପାଇଁ ଉପହାର ସୁରୂପ ଏଲପିଜି ଦାମରେ ୧୦୦ ଟଙ୍କା ହ୍ରାସ ଘୋଷଣା କରିଛନ୍ତି | ଉଜାଲା ଯୋଜନାରେ ଗାରିଆବ ମହିଳାଙ୍କୁ ଦିଆଯାଉଥିବା ୩୦୦ ଟଙ୍କା ର ସବସିଡିକୁ ୨୦୧୪-୨୫ ଆର୍ଥିକ ବର୍ଷସାରା ଜାରି ରଖିବା ଲାଗି ଗୁରୁବାର କ୍ୟାବିନେଟ କମିଟି କହିଥିଲେ | ଏହା ଲକ୍ଷ ଲକ୍ଷ ପରିବାରର ଆର୍ଥିକ ବୋଝକୁ ହାଲୁକା କରିବ | ରୋଷେଇ ଇନ୍ଧନକୁ ସୁଲଭ କରି ପରିବାରର ଆର୍ଥିକ ସୁରକ୍ଷ୍ୟା ସହିତ ଏକ ସ୍ୱାସ୍ଥକର ପରିବେଶ ସୁନିଶ୍ଚିନ୍ତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ |

author

Related Articles

Leave a Reply

Your email address will not be published. Required fields are marked *