ଶିକ୍ଷକଙ୍କ ପାଇଁ ନବୀନ ସରକାରଙ୍କ ବଡ ଘୋଷଣା

ଶିକ୍ଷକଙ୍କ ପାଇଁ ନବୀନ ସରକାରଙ୍କ ବଡ ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟର ସମସ୍ତ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ମିଳିବ ୧୫ ଦିନର ସାମୟିକ ଛୁଟି । ଏହାଦ୍ୱାରା ଉପକୃତ ହେବେ ରାଜ୍ୟର ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୩ ହଜାର ୪୨୦ କର୍ମଚାରୀ । ଏହାସହ ମହିଳା କର୍ମଚାରୀଙ୍କୁ ମିଳିବ ବେତନ ସହିତ ପ୍ରସୂତିକାଳୀନ ଛୁଟି । ଏମାନଙ୍କ ମଧ୍ୟରେ ଅଛନ୍ତି ମଦ୍ରାସା ଓ ସଂସ୍କୃତ ଶିକ୍ଷକ । ସରକାରଙ୍କ ଏହି ଘୋଷଣାରେ ଉପକୃତ ହୋଇପାରିବେ ୩୯ ସଂସ୍କୃତ ଟୋଲ ଓ ୧୩୮ ମଦ୍ରାସାରେ କାର୍ଯ୍ୟରତ କର୍ମଚାରୀ ।

author

Related Articles

Leave a Reply

Your email address will not be published. Required fields are marked *