ଶୁଭାରମ୍ଭ ହେଲା ବିଏସକେୱାଇ କାର୍ଡ….

ଶୁଭାରମ୍ଭ ହେଲା ବିଏସକେୱାଇ କାର୍ଡ….

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୁଧବାର ରାଜ୍ୟରେ ବିଜୁ ସ୍ଵାସ୍ଥ କଲ୍ୟାଣ ଯୋଜନା କାର୍ଡ ର ଶୁଭରମ୍ଭା କରିଛନ୍ତି | ଗାଁର ସବୁଲୋକ ଏହି ସୁବିଧା ପାଇପାରିବେ | ସରକାରୀ କର୍ମଚାରୀ ଲୋକଙ୍କୁ ଏହି ସୁବିଧାର ଵେବସ୍ତା ନାହିଁ | ମେ” ପହିଲାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ | ରାଜ୍ୟ ସରକାରଙ୍କ ୫ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରି କରାଯାଇଛି | ଆପଣମାନଙ୍କ ସୁଖ ଦୁଃଖରେ ମୁ ସବୁବେଳେ ରହିଛି | ଆପଣମାନଙ୍କ ଖୁସି ମୋ ଖୁସି | ରାଜ୍ୟରେ ୧କୋଟି ରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ କ୍ୟାସଲେସ ଚିକିସହ୍ୟ ସୁବିଧା ରହିଛି |

author

Related Articles

Leave a Reply

Your email address will not be published. Required fields are marked *