ଶ୍ରୀନଗର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶ୍ରୀନଗର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜ୍ୟକୁ ରାଜ୍ୟ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାରା ୩୭୦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ତାଙ୍କର କାଶ୍ମୀର ଗସ୍ତରେ ଯାଇଛନ୍ତି। ଗୁରୁବାର ଦିନ ଶ୍ରୀନଗରରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିବେ । ଶ୍ରୀନଗରର ଷ୍ଟାଡିୟମରେ ‘ବିକାଶ ଭାରତ ବିକାଶ ଜମ୍ମୁ-କଶ୍ମୀର’ କାର୍ୟ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ଏକ ସରକାରୀ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପର୍ୟ୍ୟଟନ କ୍ଷେତ୍ର ସହ ଜଡିତ ୧୪୦୦ କୋଟିରୁ ଅଧିକ ମୂଲ୍ୟର ‘ସ୍ୱଦେଶ ଦର୍ଶନ’ ଏବଂ ‘ପ୍ରସାଦ’ ଯୋଜନା ଅଧୀନରେ ଦେଶବ୍ୟାପୀ ପ୍ରକଳ୍ପ ଆରମ୍ଭ କରିବେ।

author

Related Articles

Leave a Reply

Your email address will not be published. Required fields are marked *