ଶ୍ରୀମନ୍ଦିରକୁ ଚିରାଫଟା ପୋଷାକ ପିନ୍ଧିକି ଯିବାକୁ ମନା…..

ଶ୍ରୀମନ୍ଦିରକୁ ଚିରାଫଟା ପୋଷାକ ପିନ୍ଧିକି ଯିବାକୁ ମନା…..

ଶ୍ରୀମନ୍ଦିରରେ ଭକ୍ତ ପୋଷାକ ପରିଧାନରେ ଅଶୀଲତାକୁ କୌଣସି ପରିସ୍ଥିତରେ ପ୍ରସୟା ଦିଆଯିବ ନାହିଁ | ହାଫ,ଚିର ଫଟା ପୋଷାକ ଆଦି ପିନ୍ଧି କେହି ଦେଉଳରେ ପ୍ରବେଶ କରିପାରିବେ ନାହିଁ | ଭକ୍ତମାନେ ଶାଳୀନତାପୂର୍ବକ ପାରମ୍ପରିକ ପୋଷାକ ପରିଧାନ କରି ଆସିବେ | ଏଥିପାଇଁ ପ୍ରଥମେ ସଚେତନ କରାଯିବ ଓ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ | ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ | ନୂଆବର୍ଷ ଜାନୁଆରୀ ପହିଲାରୁ ଏହି ନିୟମ କରାଯିବ | ଯେଉଁମାନେ ଅମାନ୍ୟ କରିବେ ସେମାନଙ୍କୁ ଶ୍ରୀମନ୍ଦିର ବାରଣ କରାଯିବ | ଆଜି ଶ୍ରୀମନ୍ଦିରର ସବକମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି | ଅନ୍ୟପଟେ ଅକଟୋବର ୨୫ରୁ ବାଳଧୂପ ଓ ରାଇଦାମୋଦର ବେଶ ଆରମ୍ଭ ହେଉଥିବାରୁ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଛି |
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାଶ | ଆଜି ଶ୍ରୀମନ୍ଦିର କାର୍ଯ୍ୟାକାୟାରେ ସମିଳନୀ କକ୍ଷରେ ନୀତି ସବକମିଟି ବୈଠକ ଅନୁଶୀଷ୍ଟ ହୋଇଥଲା | ଶ୍ରୀମନ୍ଦିର ପାରିଛକଲନରେ କମିଟି ୫ ସେବାୟତ ପ୍ରତିନିଧି ଦୁର୍ଗାପ୍ରସାଦ ଦାଶମହା ପାତ୍ର, ବୈଠକରେ ପରେ ମୁଖ୍ୟପ୍ରଶାଶନ ଶ୍ରୀ ଦାଶ କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *