ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ

ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ

ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ । ଶ୍ରୀମନ୍ଦିର ୨ୟ ଭୋଗମଣ୍ଡପରୁ ବାହାରିିଥିଲା ଗତକାଲିର ମହାପ୍ରସାଦ । ଦ୍ୱିତୀୟ ଭୋଗମଣ୍ଡପରେ ଥିବା ମହାପ୍ରସାଦ ଓ ଭୋଗ ଆଜି ବାହାରିଛି । ଗତକାଲିର ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ବଡ ମହାସ୍ନାନ ହୋଇଥିଲା। ତେବେ ବଡ ମହାସ୍ନାନ ପରେ ନୀତିକାନ୍ତି ହୋଇଥିଲା। କିନ୍ତୁ ଦ୍ୱିତୀୟ ଭୋଗମଣ୍ଡପ ହେବା ବିଳମ୍ବ ହୋଇଥିଲା। ଏହାକୁ ନେଇ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସୁଆର ଓ ମହାସୁଆରଙ୍କ ଜିଦ୍ ଯୋଗୁଁ ଭୋଗମଣ୍ଡପରୁ ଉଠିନଥିଲା ମହାପ୍ରସାଦ। କାଲି ସନ୍ଧ୍ୟା ଆଳତି ପରଠୁ ବିବାଦ ଦେଖାଦେବାରୁ ବାହାରିନଥିଲା ମହାପ୍ରସାଦ। ଏତେ ଡେରି ହେଲାଣି ମହାପ୍ରସାଦ ନେଇ କ’ଣ କରିବୁ? ବରାଦି ଅଭଡା କାହାକୁ ଦେବୁ ବୋଲି ସୁଆର ଓ ମହାସୁଆର ସେବକ ମାନେ କହିଥିଲେ। ଫଳରେ ଭୋଗମଣ୍ଡପରେ ମହାପ୍ରସାଦ ରହିଥିଲା। ଆଜି ସକାଳେ ତାହା ବାହାରିଥିଲା।

author

Related Articles

Leave a Reply

Your email address will not be published. Required fields are marked *