ଶ୍ରୀମନ୍ଦିର ଭିତରେ ମାରପିଟି

ଶ୍ରୀମନ୍ଦିର ଭିତରେ ମାରପିଟି

ଶ୍ରୀମନ୍ଦିରରେ ମାଡପିଟି । ସେବାୟତଙ୍କ ଭିତରେ ମାରପିଟି ହୋଇଥିବା ସୂଚନା ମିଳୁଛି । ପାଳି ଖଟିବାକୁ ନେଇ ବିମଳା ମନ୍ଦିର ନିକଟରେ ହାତାହାତି ହୋଇଛନ୍ତି ଦୁଇ ଜଣ ସେବାୟତ । ଜଣେ ସେବାୟତ ଆହତ ହେବା ସହ ଆଉ ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଳି ଖଟିବାକୁ ନେଇ ସେବାୟତ ନରସିଂହ ପଣ୍ଡାଙ୍କ ସହ ଆଉ ଜଣେ ସେବାୟତଙ୍କର ଗଣ୍ଡଗୋଳ ହୋଇଥିଲା । ଏନେଇ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

author

Related Articles

Leave a Reply

Your email address will not be published. Required fields are marked *