ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ ଝଟକା

ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ ଝଟକା

ଷ୍ଟେଟ ବ୍ୟାଙ୍କର ନିଦ ଉଡାଇଲେ ସୁପ୍ରିମକୋର୍ଟ । ୧୨ ମାର୍ଚ୍ଚ ଅଥାର୍ତ ଆସନ୍ତାକାଲି ସୁଦ୍ଧା ନିର୍ବାଚନ ବଣ୍ଡକୁ ନେଇ ସବିଶେଷ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ବଣ୍ଡକୁ ନେଇ ଏସବିଆଇକୁ ଝଟକା ଦେଇଛି ସୁପ୍ରିମକୋର୍ଟ । ୧୫ ତାରିଖ ସୁଦ୍ଧା ଡାଟା ଉପଲବ୍ଧ କରିବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାପୂର୍ବରୁ ସମସ୍ତ ତଥ୍ୟ ଉପଲବ୍ଧ କରାଇବାକୁ ସମୟ ମାଗିଥିଲା ଏସବିଆଇ । ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା ଏସବିଆଇ  କିନ୍ତୁ ଏସବିଆଇର ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

author

Related Articles

Leave a Reply

Your email address will not be published. Required fields are marked *