ସକଳା ୯ଟା ସୁଦ୍ଧା ୭.୬୯ ପ୍ରତିଶତ ଭୋଟ୍

ସକଳା ୯ଟା ସୁଦ୍ଧା ୭.୬୯ ପ୍ରତିଶତ ଭୋଟ୍

ରାଜ୍ୟରେ ଚାଲିଛି ଚତୁର୍ଥ ପଯ୍ୟାୟ ନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଲାଇନରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ଶେଷ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ତେବେ ମିଳିଥିବା ସୂଚନା ଅନୁସାରେ, ସକଳା ୯ଟା ସୁଦ୍ଧା ୭.୬୯ ପ୍ରତିଶତ ଭୋଟ୍ ପଡିଛି ।
ବାଲେଶ୍ୱରରେ ୭.୭୭ % ଭୋଟ ପଡିଥିବା ବେଳେ ଭଦ୍ରକରେ ୭.୭୯% ଭୋଟ୍ ପଡିଛି । ସେହିଭଳି କଟକରେ ୬.୭୯ % , ଜଗତସିଂହପୁରରେ ୮.୨୩ %, ଯାଜପୁରରେ ୭.୭୪ % ମତଦାନ ହୋଇଛି । ଅନ୍ୟପଟେ କେନ୍ଦ୍ରାପଡାରେ ୭.୯୦ %, ମୟୂରଭଞ୍ଜରେ ୭.୧୦ % ଏବଂ ପୁରୀ ଜିଲ୍ଲାରେ ୮.୯୦ % ମତଦାନ ହୋଇଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *