ସତ୍ୟବାଦୀରେ ବାଘ ଆତଙ୍କ

ସତ୍ୟବାଦୀରେ ବାଘ ଆତଙ୍କ

ସତ୍ୟବାଦୀରେ ବାଘ ଆତଙ୍କ । ଗତ କିଛି ଦିନ ହେବ ସତ୍ୟବାଦୀର ବିଭିନ୍ନ ଅଞ୍ଚଳରେ ବାଘ ବୁଲୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିଲା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ବାଘକୁ ଖୋଜୁଛି ବନବିଭାଗ । ବନ କର୍ମଚାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ଥିବା ବେଳେ ବାଘ ନୁହେଁ ଫିସିଂ କ୍ୟାଟ୍ ବୋଲି କହିଛନ୍ତି ବନବିଭାଗ ଅଧିକାରୀ । ମିଳିଥିବା ସୂଚନା ଅନୁଯାୟୀ, ଏପରିକି ପରବର୍ତ୍ତୀ ସମୟରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *