ସତ ସାମ୍ନାକୁ ଆଣିଲେ ବିଜେପି ନେତା…ବେଧଡକ ଚାଲିଥିଲା ବାଲି ଚୋରା ଚାଲାଣ

ସତ ସାମ୍ନାକୁ ଆଣିଲେ ବିଜେପି ନେତା…ବେଧଡକ ଚାଲିଥିଲା ବାଲି ଚୋରା ଚାଲାଣ

ପୁଣି ସାମ୍ନାକୁ ଆସିଲା ଲଘୁ ଖଣିଜ ଦ୍ରବ୍ୟ ଲୁଟେରା ଙ୍କ ନୂଆଠିକଣା l ଏଠି ନା ଅଛି ସରକାରି ନିଅମ କୁ ଖାତିର ନାଅଛି ଆଇନ କୁ ଭୟ l ବେଧଡକ ଭବେ ଦିନ ରାତି ଚାଲିଛି ସରକାର ଙ୍କ ଲଘୁ ଖଣିଜ ଦ୍ରବ୍ୟ ଲୁଟ l କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଅଧୀନ ବାଲି ଘଟରୁ ବେଆଇନ ଭାବେ ବାଲି ଚାଲାଣ ବେଳେ ସୋରଡ଼ା ବିଧାୟକ ଚଢ଼ାଉକରୀ ଅଧିକାରୀ ଙ୍କୁ ଅବଗତ ପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଘଟଣା ଦେଖିବାକୁ ମିଳିଥିବା ବେଳେ ଏବେ ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ଧରାକୋଟ ତହସିଲ ଅଧୀନ ଋଷୁକୂଲ୍ୟା ନଦୀ ପଙ୍କଳବାଡ଼ି ବାଲି ଘାଟରେ l ଏହି ବାଲିଘାଟ ଟି ଲିଜ ହୋଇଥିଲେ ମଧ୍ୟ ଏଠି ନାହିଁ ସରକାର ଙ୍କ ଏଗ୍ରିମେଣ୍ଟ l ତଥାପି ଲିଜ ଧାରି ସରକାର ଙ୍କୁ କୌଣସି ଟିକସ ନଦେଇ ବେଧଡକ ଭାବେ ଦିନ ରାତି ସହ ସହ ଟ୍ରକ ବାଲି ଏଠୁ ଚାଲାଣ କରୁଥିବା ବେଳେ ଏହାର ଖବର ପାଇ ବାଲି ଘାଟ ପରିଦର୍ଶନ କରିଛନ୍ତି ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମକୁମାର ପାଣିଗ୍ରାହୀ l ଏହି ସମୟରେ ବାଲିଘଟ ମଧ୍ୟରେ ବେଆଇନ ଭାବେ ମେସିନ ଦ୍ୱାରା ବହୁ ଗାଡି ରେ ବାଲି ଲଦା ଯାଉଥିବା ଦେଖି ଧରାକୋଟ ତହସିଲ ଓ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ଅତିରିକ୍ତ ତହସିଲଦାର ଓ ପୋଲିସ ଅଧିକାରୀ ପହଞ୍ଚି ବେଆଇନ ବାଲି ଚାଲାଣ ବନ୍ଦ କରିଥିବା ଦେଖିବାକୁ ମିଳିଛି l

author

Related Articles

Leave a Reply

Your email address will not be published. Required fields are marked *