ସବୁ ରେକର୍ଡ ଭାଙ୍ଗିଲା ସୁନା ଦର

ସବୁ ରେକର୍ଡ ଭାଙ୍ଗିଲା ସୁନା ଦର

ଭୁବନେଶ୍ୱର:

ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର | ବିଶ୍ୱ ବଜାରରେ ଜାରି ରହିଥିବା ଅନିଶ୍ଚିତତାଜନିତ ସ୍ଥିତି ଯୋଗୁଁ ସୁନା ମୂଲ୍ୟ ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି | ଫଳରେ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୨,୦୦୦ ଟଙ୍କା ଅତିକ୍ରମ କରିଛି | ଆଜି ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫୦ ଟଙ୍କା ରୁପା ମୂଲ୍ୟରେ କିଲୋ ପିଛା ୩୦୦୦ ଟଙ୍କା ବୃଦ୍ଧି ଘଟିଛି | ବୁଧବାର ଏଠାରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୨,୨୧୦ ଟଙ୍କା ଏବଂ ରୁପା କିଲୋ ୭୭,୦୦୦ ଟଙ୍କାରେ ପହଞ୍ଚିଛି |

author

Related Articles

Leave a Reply

Your email address will not be published. Required fields are marked *