ସଭିଙ୍କ ଇଚ୍ଛା ଆଉଥରେ ନବୀନ ରାଜା

ସଭିଙ୍କ ଇଚ୍ଛା ଆଉଥରେ ନବୀନ ରାଜା

ନିର୍ବାଚନକୁ ଆଉ ମାତ୍ର 2ଟି ମାସ ବାକି ରହିଲା । ଏହା ଭିତରେ ଇଣ୍ଡିଆ ଟୁଡେର ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ନିଜ ରାଜ୍ୟରେ ସବୁଠୁ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ବିରୋଧୀ ହାୱାକୁ ବାରମ୍ବାର ମାତ ଦେଇ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ଲୋକପ୍ରିୟତା ମାମଲାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଥର ମଧ୍ୟ ନବୀନ ପଟ୍ଟନାୟକ ପଛରେ ପକାଇ ଦେଇଛନ୍ତି । ନିକଟରେ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ ନବୀନ ପଟ୍ଟନାୟକଙ୍କୁ ଓଡିଶାର ୫୨ ଦଶମିକ ୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *