ସମଲିଙ୍ଗୀ ବିବାହ କୁ ନା କଲେ ସୁପ୍ରିମକୋର୍ଟ

ସମଲିଙ୍ଗୀ ବିବାହ କୁ ନା କଲେ ସୁପ୍ରିମକୋର୍ଟ

ସମଲିଙ୍ଗୀ ବିବାହକୁ ମିଳିଲାନି ଅନୁମତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ । କହିଛନ୍ତି କି ସ୍ୱତନ୍ତ୍ର ବିବାହ ଆଇନ ଆଣିବା ଅଧିକାର କୋର୍ଟଙ୍କ ପାଖରେ ନାହିଁ । ସଂସଦ ଦ୍ୱାରା ଆଇନ୍ ଆସିଲେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିପାରିବ । ମାମଲାର ରାୟ ୩-୨ରେ ଭାଗ ଭାଗ ହୋଇ ରହିଥିଲା । ହେଲେ ସ୍ୱତନ୍ତ୍ର ବିବାହ ଆଇନ୍ ଆଣିବା କୋର୍ଟଙ୍କ ଅଧିନରେ ନାହିଁ । ସମଲିଙ୍ଗୀ ବିବାହ ମାମଲାରେ ସିଜେଆଇଙ୍କ ସମେତ ଜଷ୍ଟିସ୍ କୌଲ୍, ଜଷ୍ଟିସ୍ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ୍ ପିଏମ୍ ନରସିଂହ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଶୁଣାଣି କରୁଥିଲେ ।

author

Related Articles

Leave a Reply

Your email address will not be published. Required fields are marked *