ନୂଆଖାଇ ଭେଟଘାଟରେ ଅତିଥି ଭାବେ ସାମିଲ ହୋଇଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ସାଂସ୍କୃତି କାର୍ଯ୍ୟକ୍ରମରେ ନୃତ୍ୟ ଶିଳ୍ପଙ୍କ ମଞ୍ଚକୁ ଉଠିଥିଲେ ବିଜେପି ବିଧାୟକ । ନୃତ୍ୟ ଶିଳ୍ପୀଙ୍କ ସହ ହାତରେ ହାତ ଛନ୍ଦି, ବାଦ୍ୟର ତାଳେ ତାଳେ ପାଦ ମିଶାଇ ସମ୍ବଲପୁରୀ ସଙ୍ଗୀତର ଝୁମିଲେ ସୁନ୍ଦରଗଡର ବିଧାୟିକା । ଆଉ ମଂଚ ଉପରେ ବିଧାୟିକା କୁସୁମ ଟେଟେଙ୍କ ନୃତ୍ୟ, ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ମନ ଜିଣିଥିଲା । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ । ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଏପରି ମନୋଲଭା ଦୃଶ୍ୟ ଦେଖିବାକୁ ମିଳିଛି ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
