ସରକାରୀ କର୍ମଚାରୀଙ୍କ ଛୁଟିରେ ହେଲା ପରିବର୍ତ୍ତନ

ସରକାରୀ କର୍ମଚାରୀଙ୍କ ଛୁଟିରେ ହେଲା ପରିବର୍ତ୍ତନ

ସରକାରୀ କର୍ମଚାରୀଙ୍କ ଛୁଟିରେ ହେଲା ପରିବର୍ତ୍ତନ । ଜୁନ ୩୦ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲରେ ସଂଶୋଧନ ଆଣିଛି ପ୍ରଶାସନ । ଜରୁରୀ କାର୍ଯ୍ୟ ପାଇଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଆବଶ୍ୟକ ପଡିଲେ ଛୁଟି ନେଇପାରିବେ ବୋଲି ପ୍ରଶାସନ ଘୋଷଣା କରିଛିା ହେଲେ ଛୁଟିରେ ଥିବା ବ୍ୟକ୍ତିଙ୍କର ଯଦି କିଛି ଅଫିସରେ ଆବଶ୍ୟକତା ପଡେ ତେବେ ସେ ତୁରନ୍ତୁ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶ ରହିଛି । ଏହା ସହିତ ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଆକ୍ଟିଭ ରଖିବାକୁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *