ସରପଂଚକୁ ମାରି କୂଅ ଭିତରକୁ ଫୋପାଡ ଦେଲା ସନ୍ଦିଗ୍ଧ

ସରପଂଚକୁ ମାରି କୂଅ ଭିତରକୁ ଫୋପାଡ ଦେଲା ସନ୍ଦିଗ୍ଧ

କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ. ବାଲିପାଳ ପଂଚାୟତର ପୂର୍ବତନ ସରପଂଚଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ପୂର୍ବତନ ସରପଂଚ ରମ୍ଭା ପାତ୍ର ଓ ତାଙ୍କ ଚୌକିଦାର ସ୍ୱାମୀ ନିରଂଜନ ପାତ୍ରଙ୍କୁ ହତ୍ୟା କରାଯାଇଛି । କେହି ତାଙ୍କୁ ହତ୍ୟା କରି କୂଅ ଭିତରକୁ ଫୋପଡି ଦେଇଥିବାର ଅନୁମାନ କରାଯାଉଛି । ତେବେ ଉଭୟଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର କରାଯାଇଛି । ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *