ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବଡ଼ବରଗାଁ ପଞ୍ଚାୟତ ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧକରି ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି କରଡ଼ାପଲ୍ଲୀ ଗ୍ରାମବାସି l ସରପଞ୍ଚ ଗ୍ରାମବାସୀ ଙ୍କ ଅଗୋଚର ରେ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଏନେଇ ଗ୍ରାମବାସୀ ପଚାରିଲେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି l ଅନ୍ୟପଟେ ଉପକାରୀ ବଗିଚା ଓ ବୃକ୍ଷ ରୋପଣ ନାମରେ ମନେରେଗା ଯୋଜନା ରେ ଫଲସ ବିଲ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ଆଣି ଏହାର ତଦନ୍ତ କରିବାପାଇଁ ବିଡିଓ ଙ୍କୁ ଦାବୀ ପାତ୍ର ପ୍ରଦନା କରିଛନ୍ତି କରଡ଼ାପଲ୍ଲୀ ଗ୍ରାମବାସି l ଆଗାମୀ ଦିନରେ ଏହାରି ଉପରେ ସରକାର କୌଣସି ପଦକ୍ଷେପ ନନେଲେ ଆଇନର ଆଶ୍ରୟ ନେବେ ବୋଲି କରିଛନ୍ତି ଗ୍ରାମବାସୀ l

author

Related Articles

Leave a Reply

Your email address will not be published. Required fields are marked *