ସରାଙ୍ଗ ଦୁର୍ଗା ହୋଟେଲ ନିକଟରେ ସଡ଼କ ଦୁର୍ଘଟଣା

ସରାଙ୍ଗ ଦୁର୍ଗା ହୋଟେଲ ନିକଟରେ ସଡ଼କ ଦୁର୍ଘଟଣା

କାମାକ୍ଷାନଗର:

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ, ୫୩ ନମ୍ବର ଜାତୀୟ ରାଜପଥ ସରାଙ୍ଗ ଦୁର୍ଗା ହୋଟେଲ ନିକଟରେ ସଡ଼କ ଦୁର୍ଘଟଣା ରେ ତେଲ ଟ୍ୟାଙ୍କର ଧକ୍କା ରେ ବାଇକ୍ ଆରୋହି ଗୁରୁତର ଅବସ୍ଥାରେ ,୧୦୮ଆମ୍ବଲାସ ଯୋଗ ମଣ୍ଡାପାଳ ମେଡିକାଲ ରେ ଭର୍ତି ଆହାତ ଜଣକ ହେଲେ,ଡମୋଳ ଗ୍ରାମର ବିନୟ ନାଥ ଙ୍କ ପୁଅ ରାଜେନ୍ଦ୍ର ନାଥ ବୋଲି ଜଣାପଡିଛି, ଘଟଣାସ୍ଥଳରେ ତେଲ ଟ୍ୟାଙ୍କର ଫେରାର ହୋଇଯାଇଥିବା ବେଳେ, ଲୋକଙ୍କ ସହୟାତାରେ,ପିତିରିଛକ ଠାରୁ ଟ୍ରକ ଟିକୁ ଜବତ କରିଥିଲେ, ଘଟଣାସ୍ଥଳରେ ସରାଙ୍ଗ ଫାଣ୍ଡି ଅଧିକାରୀମାନେ ପହଞ୍ଚି ଟ୍ରକ୍ ଟିକୁ, ଜବତ୍ କରିଥିଲେ ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରହିଛି l

author

Related Articles

Leave a Reply

Your email address will not be published. Required fields are marked *