ସାମ୍ୱାଦିକ ସମ୍ମିଳନୀରେ କଣ କହିବେ ମନମୋହନ ?

ସାମ୍ୱାଦିକ ସମ୍ମିଳନୀରେ କଣ କହିବେ ମନମୋହନ ?

ରାଜ୍ୟରେ ମେଣ୍ଟ ଚର୍ଚ୍ଚା ନ କମିବା ଭିତରେ ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କିଛି ସମୟରେ ପରେ ସେ ସାମ୍ୱାଦିକ ସମ୍ମିଳନୀ କରିପାରନ୍ତି ବୋଲି ସୂଚନା ମିଳିଛି । ତେବେ ସାମ୍ୱାଦିକ ସମ୍ମିଳନୀରେ କ’ଣ କହିବେ ରାଜ୍ୟ ସଭାପତି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ମେଣ୍ଟ ଚର୍ଚ୍ଚା ଭିତରେ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ମେଣ୍ଟ ସମ୍ପର୍କରେ କିଛି କହି ପାରନ୍ତି ମନମୋହନ । କାରଣ ଆଜି ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ମେଣ୍ଟ ନେଇ ସେ ସିଧାସଳଖ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲେ । କେବଳ କହିଥିଲେ, ସବୁ ଠିକ୍ ଚାଲିଛି । ଯାହା ପ୍ରକ୍ରିୟା ହେବା କଥା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *