ସାଵଧାନ ସାମ୍ନାକୁ ଆସିଲା 1ଗ୍ରାମ ସୁନା ର ସତ୍ୟତା

ସାଵଧାନ ସାମ୍ନାକୁ ଆସିଲା 1ଗ୍ରାମ ସୁନା ର ସତ୍ୟତା

କଟକ

.ଯେଭଳି ଆମେ ଦେଖିଥିଲେ ବିଗତ କିଛି ଦିନତଳେ ରାଜ୍ୟର କିଛି ପ୍ରମୁଖ ଗଣମାଧ୍ୟମ ର ଖବର ର ଶୀର୍ଷ ନାମା ପାଲଟି ଥିଲା କଟକ ବକ୍ସି ବଜାର ସ୍ଥିତ 1ଅଲ୍ଲୀ ବାବା ଖଜାନା ବା 1 ଗ୍ରାମ ଗୋଲଡ଼ ଆଜି ସେହି ସବୁ ଖବର ର

ସତ୍ୟତା ସନ୍ଧାନ ପାଇଁ ଆମ reo news ଟିମ ଯାଇ ପଂହଁଞ୍ଚିଥିଲା କଟକ ର ସେହି ଜାଗା ଠାରେ ଆସନ୍ତୁ ଦେଖିବା କଣ ରହିଛି ଏହି ଏକ ଗ୍ରାମ ସୁନା ର ସତ୍ୟତା ଓ କେତେ ଦୂର ଏହାକୁ ଗ୍ରାହାକ ପସନ୍ଦ କରୁଛନ୍ତି ।।

author

Related Articles

Leave a Reply

Your email address will not be published. Required fields are marked *