ସିନେମା ହଲରେ ମୁକ୍ତିଲାଭ କଲା “ଆସିକ ସରେଣ୍ଡର ହେଲା”

ସିନେମା ହଲରେ ମୁକ୍ତିଲାଭ କଲା “ଆସିକ ସରେଣ୍ଡର ହେଲା”

ସାରା ଓଡ଼ିଶା ରେ ଆସିକ ସରେଣ୍ଡର ହେଲା ଚଳଚ୍ଚିତ୍ର ଚଳିତ ମାସ ୦୯ ତାରିଖ ଦିନ ବଡ ପରଦା ରେ ମୁକ୍ତିଲାଭ କରାଯାଇ ଥିଲା। ଏହି ଅବସରରେ ଗତ କାଲି ରାତ୍ରର ରାୟଗଡା ସହରର ପି ଏସ ଆର ସିନେମା ହଲ ରେ ମୁକ୍ତିଲାଭ କରିଥିଲା । ଏହି ସମୟରେ ଚଳଚିତ୍ର ଅଭିନେତ୍ରୀ ଜୟା ବିଶ୍ୱାସ ଓ ଅଭିନେତା ସମ୍ଭବ ମାନସିଂହ ଉପ ନିର୍ଦ୍ଦେଶକ ସୁନିଲ ଖୁରା ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ । ଏହି ଚଳଚିତ୍ର ଟି ସୃଜନ ଫିଲିମର ବିଶ୍ୱାସ ପ୍ରଡକ୍ସନ ବ୍ୟାନର ରେ ଆସିକ ସରେଣ୍ଡର ହେଲା ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏଵଂ ସ୍କ୍ରିନ ପ୍ଲେ ‘ରାଜା ଡି’, ସଙ୍ଗୀତ ପ୍ରେମ ଆନନ୍ଦ, ସଙ୍ଗୀତ ଗାୟକ ହୁମନ୍ ସାଗର, ଦିପ୍ତି, ଫାଇଟ୍ ବିଶ୍ବଭୂଷଣ ମହାପାତ୍ର, କୋରିଓଗ୍ରାଫି ଜୟା ବିଶ୍ୱାସ,ହରିହର ଦାସ, କବିର,ଆର୍ଟ ନବଘନ ଦଳାଇ, ପ୍ରଚେଷ୍ଟା ରେ ଚଳଚିତ୍ର ନିର୍ମାଣ କରାଯାଇଛି। ଏହି ଚଳ ଚିତ୍ର ରେ ପାରିବାରିକ ସଙ୍ଗୀତ ନୃତ୍ୟ ହାସ୍ୟ, ପ୍ରେମ ଫାଇଟ ଇତ୍ୟାଦି ଦେଖିବାକୁ ମିଳୁଛି। ରାୟଗଡା ସହରର ପି ଏସ ଆର ପ୍ରେକ୍ଷକ୍ଷଳୟ ରେ ସୁନିଲ ଖୁରା ଓ ରାଜା ରାଓଙ୍କ ଦ୍ଵାରା ମିଳିତ ଭାବେ ପ୍ରିମିୟମ ଶୋ ଅୟୋଜନ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *