ସୁଡଙ୍ଗରୁ ବାହାରିଲେ 41 ଶ୍ରମିକ,ଜିତିଲା ଜୀବନ

ସୁଡଙ୍ଗରୁ ବାହାରିଲେ 41 ଶ୍ରମିକ,ଜିତିଲା ଜୀବନ

ଦୀର୍ଘ 17 ଦିନ ଧରି ଉତ୍ତରାକାଶୀର ଟନେଲରେ ଫସି ରହି ଜୀବନ ସହ ସଂଗ୍ରାମ କରି ଆସୁଥିବା ଶ୍ରମିକ ମାନଙ୍କୁ ଉଦ୍ଦାର କରାଯାଇଛି । ସିଲ୍କିୟାରା ସୁଡଙ୍ଗ ଖୋଳିବାରେ ଯେଉଁଠି ମେସିନ ଫେଲ୍ ମାରିଲା, ସେଇଠି ବଡ ଭୂମିକା ଗ୍ରହଣ କରିଛନ୍ତି ର୍ୟାର୍ଟ ହୋଲ୍ ମାଇନର୍ସ’ । ମୋଟ୍ ୬ ଜଣ ର୍ୟାଟ୍ ହୋଲ ମାଇନର୍ସ ସ୍ୱଦେଶୀ ଜ୍ଞାନ କୌଶଳରେ ଟନେଲ ଭିତରେ ଖୋଳି ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯ ବର୍ଷ ତଳେ ଏହି ପଦ୍ଧତିକୁ ନିଷିଦ୍ଧ କରାଯାଇଥିଲା ।ୟାର୍ଟ ହୋଲ ଅର୍ଥାତ ମୂଷା ଗାତଖୋଳା ପଦ୍ଧତି । କୋଇଲା ଖଣିରେ ୟାର୍ଟ ହୋଲ ମାଇନିଂ କରାଯାଏ । ଏହି ପଦ୍ଧତି ଅଣଓସାରିଆ ଜାଗା ଖୋଳିବା ପାଇଁ ବ୍ୟବହାର କରାଯାଏ ।

author

Related Articles

Leave a Reply

Your email address will not be published. Required fields are marked *