ସୁନାବେଶରେ ଝଟକିଲେ ମା’

ସୁନାବେଶରେ ଝଟକିଲେ ମା’

ଘଟଗାଁ:

ମା’ ତାରିଣୀଙ୍କ ୮୭ ତମ ଚଇତି ପର୍ବ ରବିବାର ଠାରୁ ଆରମ୍ଭ ହୋଇଯାଇଛି | ଏହି ପର୍ବ ୭ ଦିନ ବ୍ୟାପୀ ଚାଲିବ | ପୀଠରେ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା | ବରିଷ୍ଠ ପୂଜକ ନଟବର ଦେହୁରୀ, ରବୀନ୍ଦ୍ର କୁମାର ଦେହୁରୀ, ଶ୍ୟାମସୁନ୍ଦର ଦେହୁରୀ, ରମେଶ ଦେହୁରୀ, ପ୍ରଦୀପ ଦେହୁରୀଙ୍କ ସମେତ ୧୫ରୁ ଉର୍ଦ୍ଧ ପୂଜକ ମା’ଙ୍କ ଷୋଡଶ ଉପଚାର ସହ ହଳଦୀ, ଚନ୍ଦନ, ଗୁଆଘିଅ, ଅଙ୍ଗୁର, ଗଙ୍ଗାଜଳ, କ୍ଷୀର ମହୁରେ ମହାସ୍ନାନ କରାଇ ଥିଲେ | ସକାଳ ୬ଟା ବେଳେ ପହଡ଼ ଖୋଲିଥିଲା | ପହଡ଼ ଖୋଲିବା ମାତ୍ରେ ମା’ଙ୍କ ଚଇତି ପର୍ବର ପ୍ରଥମ ଦର୍ଶନ କରିଥିଲେ ଭକ୍ତ |

author

Related Articles

Leave a Reply

Your email address will not be published. Required fields are marked *