ସୁଭଦ୍ରା ହିତାଧୀକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପରାମର୍ଶ । ସୁଭଦ୍ରା ଟଙ୍କା ପାଇବାକୁ ନେଇ ମହିଳାଙ୍କୁ ମନ୍ତ୍ର ଦେଲେ ପ୍ରଭାତୀ । ନିମାପଡାର ଏକ କାର୍ଯ୍ୟକ୍ରମରେ ଯୋଗ ନଦେଇ ସୁଭଦ୍ରା ଟଙ୍କା ମହିଳାଙ୍କ ହିତାଧୀକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାହିଁକି ଆସୁନି ସେନେଇ ପ୍ରତିକ୍ରିୟା ରଖିବା ସହିତ ଏହା ପଛର କାରଣ କହିଛନ୍ତି । ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି । ଅନେକଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଆଉ ଏକାଧିକ ନମ୍ବର ରହିଛି । ଗୋଟିଏ ଆକାଉଣ୍ଟ ସହ । ସେହି ନମ୍ବର ଯେପରି ଆଧାର କାର୍ଡ ସହ ସଂଯୋଗ ଥିବ, ତାହାଲେ ସୁଭଦ୍ରା ଟଙ୍କା ଯୋଗାଇବାରେ ସୁବିଧା ହେବ ବୋଲି କହିଛନ୍ତି ପ୍ରଭାତୀ ।
You can share this post!
author
Related Articles
ଝାଡଖଣ୍ଡରେ …୨ ଘଣ୍ଟା ଫସିଗଲେ ପ୍ରଧାନମନ୍ତ୍ରୀ
- November 17, 2024