ସେକ୍ସ ରାକେଟର ପେଣ୍ଠସ୍ଥଳୀ ହିଞ୍ଜୁଳିକାଟ କଲେଜ କ୍ୟାମ୍ପସ

ସେକ୍ସ ରାକେଟର ପେଣ୍ଠସ୍ଥଳୀ ହିଞ୍ଜୁଳିକାଟ କଲେଜ କ୍ୟାମ୍ପସ

ସେକ୍ସ ରାକେଟର ପେଣ୍ଠସ୍ଥଳୀ ପାଲଟିଛି କଲେଜ କ୍ୟାମ୍ପସ । ଏପରି କିଛି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରେ ଗତ ଦୁଇ ବର୍ଷ ହେଲା ସେକ୍ସ ରାକେଟ କାରବାର ଚାଲୁଛି । ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାତିବେଳା କଲେଜ କ୍ୟାମ୍ପସରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ରହିଛି । ଏହାପରେ ଉଚ୍ଚ ଶିକ୍ଷା ବିଭାଗ ଏହାକୁ ନେଇ ଗମ୍ଭୀର ହୋଇଛନ୍ତି । ସଂପୃକ୍ତ କଲେଜର ଅନେକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *