ସୋନପୁରରୁ ପୁରୀକୁ ଗଡିଲା ଟ୍ରେନ

ସୋନପୁରରୁ ପୁରୀକୁ ଗଡିଲା ଟ୍ରେନ

ସୋନପୁର ଷ୍ଟେସନ ବା ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀକୁ ଗଡିଲା ଟ୍ରେନ । ଗତ ତିନି ତାରିଖରେ ସମ୍ୱଲପୁର ଗସ୍ତରେ ଆସିଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେନର ଶୁଭାରମ୍ଭ କରିଥିଲେ । ଏହାପରେ ସୋନପୁରରୁ ପୁରୀକୁ ପ୍ରଥମ ଟ୍ରେନ ଗଡିଛି । ସେଠାକାର ବହୁ ସ୍ଥାନୀୟ ଲୋକ ଏଥିରେ ଯାତ୍ରା କରିଛନ୍ତି । ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ଏହି ଷ୍ଟେସନରୁ ଅଧିକ ଟ୍ରେନ ଚଳାଚଳ କରିବାକୁ ଦାବି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *