ସୋମବାରଠାରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବରଗଡ ସହର । ଧନୁଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ୟ୍ୟାୟରେ ପହଂଚିଛି ।କଳାକାର ମାନେ ମଧ୍ୟ ନିଜ କଳା ଅଭିନୟ ମାଧ୍ୟମରେ ଦର୍ଶକକୁ କେମିତି ଅଧିକ ଆକର୍ଷଣ କରିପାରିବେ ସେନେଇ ଅଭ୍ୟାସ ଜାରି ରଖିଛନ୍ତି ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
