ସୋମାଲିକା-ବିଜୟ ମାମଲାକୁ ନେଇ ବଢୁଛି ଅଡୁଆ

ସୋମାଲିକା-ବିଜୟ ମାମଲାକୁ ନେଇ ବଢୁଛି ଅଡୁଆ

ସୋମାଲିକା ଦାସଙ୍କୁ ନେଇ ବଢୁଛି  ଅଡୁଆ । ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ । ଆଜି ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେବେ ସୋମାଲିକା । କୋର୍ଟକୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ଆଣିଲେ ସୋମାଲିକା । ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । କିନ୍ତୁ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *