ସୌମ୍ୟଙ୍କୁ ନେଇ ବିଜେଡି ର ନିଷ୍ପତ୍ତି, ଉପସଭାପତି ପଦରୁ ହଟାଇଲେ ନବୀନ

ସୌମ୍ୟଙ୍କୁ ନେଇ ବିଜେଡି ର ନିଷ୍ପତ୍ତି, ଉପସଭାପତି ପଦରୁ ହଟାଇଲେ ନବୀନ

ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । ବିଜୁ ଜନତା ଦଳର ଉପ-ସଭାପତିରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । 5ଟି କୁ ନେଇ ସମ୍ବାଦ ଖବରକାଗଜରେ ସମ୍ପାଦକୀୟ ଲେଖିଥିଲେ ସୌମ୍ୟ ପଟ୍ଟନାୟକ । ଆମ ଘରର ହାଲଚାଲରେ ସେ 5ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ଆଜି ବିଜେଡି ପକ୍ଷରୁ ଜାରି କରାଯିବା ସହିତ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *