ସ୍ତ୍ରୀକୁ ହତ୍ୟା କରିବା ପରେ , ସ୍ୱାମୀଙ୍କର ହୃଦଘାତରେ ଚାଲିଗଲା ଜୀବନ……..

ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ପରେ ହୃଦଘାତର ଶିକାର ହେଲା ସ୍ୱାମୀ ! ସ୍ତ୍ରୀ ମୃତୁର କିଛି ସମୟ ପରେ ସ୍ୱାମୀର ମୃତୁୟୁ ହୋଇଛି ! ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ମୁମ୍ବାଇ ଥାନା ଅଞ୍ଚଳରେ! ଶୁକ୍ରବାର ରାତି ୧୦ଟା ୧୫ ମିନିଟ ସମୟରେ ଏପରି ଘଟଣା ଘଟିଛି ! ମର୍ତ୍ୟୁ ଦମ୍ପତି ହେଉଛନ୍ତି ଦିଲ୍ଲୀର ସଲାଭୀ ଓ ତାଙ୍କ ସ୍ତ୍ରୀ ପ୍ରମିଳା !

ପରିବାରକୁ ଛାରଖାର କଲା ନିଶା , ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କଲା ସ୍ୱାମୀ …

ଗତ ଏପ୍ରିଲ ମାସରେ ତ୍ରିପୁରରେ ଏକ ହତ୍ୟାକାଣ୍ଡ ଘଟିଛି ! ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ ! ସ୍ତ୍ରୀକୁ ହତ୍ୟା କରିବାପରେ ୨ଖଣ୍ଡ କରି ଜଙ୍ଗଲରେ ଲୁଚାଇଥିଲା ସ୍ୱାମୀ ! ଯୁବକଙ୍କୁ ଗିରଫ କରିବା ସହ ସ୍ତ୍ରୀର ୨ଖଣ୍ଡ ଶରୀରକୁ ଉଦ୍ଧାର କରିଥିଲା ପୋଲିସ ! ମହିଳା ଜଣଙ୍କ ହେଲେ ତନୁଜା ବେଗମ !

author

Related Articles

Leave a Reply

Your email address will not be published. Required fields are marked *