ସ୍ୱାମୀର ସାଙ୍ଗକୁ ଘରକୁ ଡାକି କରୁଥିଲେ ରାସଲୀଳା | ଏବେ ନିଜ ସ୍ୱାମୀ ଓ ୩ ଟି ଛୁଆକୁ ଭୁଲି ଅନ୍ୟ ଆଡେ ଚମ୍ପଟ ମାରିଛନ୍ତି ସ୍ତ୍ରୀ ଜୟଶ୍ରୀ lଏମିତି ଏକ ପ୍ରେମବ୍ୟପର କୁ ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ କୁସୁନ୍ ପୁର ଗ୍ରାମ ରକିଶୋର ସେଠି | ସୂଚନା ମୁତାବକ ଭଦ୍ରେଶ୍ୱର ଥାନା କୁସୁନ୍ ପୁର ଗ୍ରାମ ର କନ୍ଦର୍ପ ସେଠି ଙ୍କ ପୁଅ କିଶୋର ସେଠି ବିଭା ହୋଇଥିଲା ମାହାଙ୍ଗା ଥାନା ଅନ୍ତର୍ଗତ ଧଉଳିଆ ଗ୍ରାମର ଜୟଶ୍ରୀ ସେଠିଙ୍କୁ l ବିବାହ ର ପାଞ୍ଚ ବର୍ଷ ବିତିଯାଇଛି ଦୁଇଟି ଯାଆଁଳା ଝିଅ ଓ ଗୋଟିଏ ଛ ମାସର ପୁଅ ହେବା ପରେ ବି ସ୍ତ୍ରୀ ଜୟଶ୍ରୀ ପର ପୁରୁଷ ମାନଙ୍କ ପ୍ରେମରେ ଉବୁଟୁବୁ l ବାରମ୍ବାର ଗାଁ ଠାରୁ ଥାନା ପର୍ଯ୍ୟନ୍ତ ଭଦ୍ରଲୋକଙ୍କ ହସ୍ତ କ୍ଷେପ ପରେ ଜୟଶ୍ରୀ ବଦଳିଲା ନାହିଁ l ପରିଶେଷରେ ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇ ଗହଣା ଟଙ୍କା ପଇସା ନେଇ ଚମ୍ପଟ ମାରିଚି ସ୍ତ୍ରୀ ଜୟଶ୍ରୀ l ସ୍ୱାମୀର ସାଙ୍ଗ ମାନଙ୍କ ସହ ପ୍ରେମ ସମ୍ପର୍କ ପାଇଁ ଆଉ ସେଭଳି ସ୍ତ୍ରୀ କୁ ରଖିବି ନାହିଁ ବୋଲିଅଭିଯୋଗ ଆଣି ଗତ କାଲି ଭଦ୍ରେଶ୍ୱର ଥାନା ର ଦ୍ୱାରସ୍ତ ହବା ସହିତ ଲିଖିତ ଅଭିଜୋଗ କରିଛନ୍ତି ସ୍ୱାମୀ କିଶୋର ସେଠିl
You can share this post!
author
Related Articles
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଚେତାବନୀ !
- February 4, 2026
ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ ବାଧ୍ୟତାମୂଳକ …
- January 31, 2026
