ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ନଷ୍ଟ କରୁଛନ୍ତି ଇସ୍ରାଏଲ ସେନା

ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ନଷ୍ଟ କରୁଛନ୍ତି ଇସ୍ରାଏଲ ସେନା

ଯୁଦ୍ଧରେ ଇସ୍ରାଏଲକୁ ମିଳିଛି ବଡ ସଫଳତା । ହମାସ ସଂସଦକୁ କବଜା କରିଛି ଇସ୍ରାଏଲ ସେନା । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଫଟୋ ପୋଷ୍ଟ କରି ସେନାର ବଡ ଜିତ ବୋଲି କହିଛି । ସେପଟେ ଉତ୍ତରଗାଜାରେ ଥିବା ସମସ୍ତ ହମାସ ଶିବିର ନଷ୍ଟ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି । ଏଥିସହ ହମାସକୁ ମୂଳପୋଛ କରିବା ଯାଏଁ ଯୁଦ୍ଧ ଚାଲିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ୩୮ଦିନର ଯୁଦ୍ଧରେ ସବୁଠୁ ଅଧିକ ସଂଗୀନ ରହିଛି ଗାଜାର ସ୍ଥିତି ।

author

Related Articles

Leave a Reply

Your email address will not be published. Required fields are marked *