ହସ୍ପିଟାଲରେ ଦାମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ତାଙ୍କ ଶୁଭେଚ୍ଛୁ

ହସ୍ପିଟାଲରେ ଦାମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ତାଙ୍କ ଶୁଭେଚ୍ଛୁ

ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଚର ଦାମୋଦର ରାଉତରାୟ ଅସୁସ୍ଥ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି । ଆଜି ଦାମୋଦର ରାଉତରାୟଙ୍କ ଜନ୍ମଦିନ । ସେ ଅସୁସ୍ଥ ଥିବା ହେତୁ ତାଙ୍କୁ ହସ୍ପିଟାଲରେ ଭେଟି ତାଙ୍କ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *