ହାଇଟେକ ବିସ୍ପୋରଣ ମାମଲାରେ ଦ୍ୱନ୍ଦ

ହାଇଟେକ ବିସ୍ପୋରଣ ମାମଲାରେ ଦ୍ୱନ୍ଦ

ହାଇଟେକ୍ ହସ୍ପିଟାଲ୍ ବିସ୍ପୋରଣ ମାମଲାରେ କିଏ ମୃତ, କିଏ ଜୀବିତ ତାକୁ ନେଇ ଉପୁଜିଛି ଦ୍ୱନ୍ଦ । କିଛି ଦିନ ତଳେ ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା କହି ଏକ ଶୀରରର ଅନ୍ତିମ ସଂସ୍କାର ହୋଇସାରିଥିବା ବେଳେ ବର୍ତ୍ତମାନ ଦିଲ୍ଲୀପ ଜୀବିତ ନେଇ ସୂଚନା ଦେଇଛନ୍ତି ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ । ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ଦିଲୀପ ସାମନ୍ତରାୟ ବୋଲି ମେଡିକାଲ କର୍ତ୍ତୃପକ୍ଷ କହୁଛନ୍ତି । ଅନ୍ୟପଟେ ପରିବାର ଲୋକ କହିଛନ୍ତି ଯେ, ଯଦି ଦିଲ୍ଲୀପ ଜୀବିତ ତାହାଲେ ଜ୍ୟୋତି କୁଆଡେ ଗଲା? ଆମକୁ ଆମ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ ।

author

Related Articles

Leave a Reply

Your email address will not be published. Required fields are marked *