ରାଜ୍ୟ ସରକାର ଓ ୱାଇଲ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ହାତୀଙ୍କ ସୁରକ୍ଷା ପାଇଁ ଗଜ ଉତ୍ସବ ପାଳନ କରାଯାଇଛି । ରାଜ୍ୟର ହାତଗଣତି ଉପକୂଳବର୍ତ୍ତୀ ଜିଲ୍ଲାକୁ ଛାଡିଲେ ଅନ୍ୟ ସବୁ ଜିଲ୍ଲାରେ ହାତୀ ଅଛନ୍ତି । ତେବେ ଓଡିଶାର ରାଜାଙ୍କୁ ଗଜପତି କୁହାଯାଉଥିବାରୁ ଓଡିଶାରେ ହାତୀଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ । ଗଜଉତ୍ସବ ଭଳି କାର୍ଯ୍ୟକ୍ରମ କରାଯିବା ଦ୍ୱାରା ମଣିଷ ଓ ହାତୀଙ୍କ ମଧ୍ୟରେ ଯେଉଈ ଲଢେଇ ଚାଲିଛି ତାହାକୁ କମ କରାଯାଇପାରିବ । ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ୱାଇଲ ଲାଇଫ୍ କରିଡର ରେ ଓଭରପାସ୍, ଅଣ୍ଡରପାସ୍, ବିଜ୍ର ଆଦିର ନିର୍ମାଣ ରାଜ୍ୟ ସରକାରଙ୍କ ଦ୍ୱାରା କରାଯିବା ଆବଶ୍ୟକ ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024