ହିନ୍ଦୁ ଧର୍ମ ଓ ସନାତନ ଧର୍ମ ଅନୁଯାୟୀ ଅପର ପକ୍ଷ ପାଳନର ବିଶେଷତ୍ଵ…

ହିନ୍ଦୁ ଧର୍ମ ଓ ସନାତନ ଧର୍ମ ଅନୁଯାୟୀ ଅପର ପକ୍ଷ ପାଳନର ବିଶେଷତ୍ଵ…

ପବିତ୍ର ଭାଦ୍ରବ ପୂର୍ଣ୍ଣିମା ଯାହାକୁ ଆମେ ଭାଗବତ ପୂର୍ଣ୍ଣିମା, ଇନ୍ଦୁ ପୂର୍ଣ୍ଣିମା ବା ଭାଗବତ ଜନ୍ମ୍ ଦିବସ ରୁପେ ପାଳନ କରୁଛେ । ଠିକ୍ ତାହାପର ଦିନ ଠାରୁ ଅର୍ଥାତ୍ ଆଶ୍ୱିନ କୃଷ୍ଣ ପ୍ରତିପଦା ବା ଭାଦ୍ରବ ପୁର୍ଣିମା ଯୁକ୍ତ ପ୍ରତିପଦା ତିଥି ଠାରୁ ଆଶ୍ୱିନ ଅମାବାସ୍ୟା ଯାହାକୁ ଆମେ ମହାଳୟା ଅମାବାସ୍ୟା ବୋଲି କହୁଛେ । ଦୀର୍ଘ୍ 16 ଦିନ ଧରି ପ୍ରିତୁପୁରୁଷ ପକ୍ଷ ରୂପେ ପାଳନ କରାଯାଏ ତାହାକୁ ଆମେ ଅପରପକ୍ଷ ବୋଲି କହୁ । ଏହି କୃଷ୍ଣ ପକ୍ଷ ଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ 16 ଦିନ ଧରି ବିଶ୍ଵ ବ୍ରହ୍ମାଣ୍ଡ ରେ ଏକ ପ୍ରକାର ବ୍ରହ୍ମାଣ୍ଡିୟ ଓଜା ସୃଷ୍ଟି ହୋଇଥାଏ ଯାହାକି ପିତୃ ଓଜା କୁ ଜାଗ୍ରତ କରିଥାଏ । ସେଥିପାଇଁ ଏହି ସମାୟରେ ପିତ୍ରୁ ପୁରୁଷ ଙ୍କ ପ୍ରିୟ ପରିଜନ ଆତ୍ମୀୟ ଯେଉଁ ମାନେ ତାଙ୍କର ବଂଶଧର ଦେହଜ ଅବସ୍ଥା ରେ ଅର୍ଥାତ୍ ବଞ୍ଚିକି ଅଛନ୍ତି ସେମାନଙ୍କର ମଙ୍ଗଳ ଓ ଶାନ୍ତି କାମନା ପାଇଁ ମର୍ତ୍ତ୍ୟ ମଣ୍ଡଳ କୁ ଆସିଥାନ୍ତି। । ଏହି ସମୟରେ ପିତୃ ପୁରୁଷ ଙ୍କୁ ଶାନ୍ତି କରିବା ପାଇଁ ଆମର ହିନ୍ଦୁ ଓ ସନାତନ ଧର୍ମ ଅନୁଯାୟୀ ସେମାନଙ୍କୁ ପୂଜା ପାଠ , ତର୍ପଣ ଓ ଶ୍ରାଦ୍ଧ ଦିଆଯାଇଥାଏ। ଏହିପରି ଅପର ପକ୍ଷ ର ପୁଜା ପାଠ ଦ୍ଵାରା ପିତୃ ପୁରୁଷ ଶାନ୍ତି ହେବାର କିମ୍ବଦନ୍ତୀ ରହିଅଛି।

author

Related Articles

Leave a Reply

Your email address will not be published. Required fields are marked *