ହେଲମେଟ୍ ନୁହେଁ, ପେଟ୍ରୋଲ ସରିଲେ ଭରିବେ ଫାଇନ

ହେଲମେଟ୍ ନୁହେଁ, ପେଟ୍ରୋଲ ସରିଲେ ଭରିବେ ଫାଇନ

ଟ୍ରାଫିକକୁ ନେଇ ଭାରତରେ ଅନେକ ନିୟମ ରହିଛି । ଆମେ ଜାଣିଛେ ଯେ ରାସ୍ତାରେ ଯାତାୟତ କରିବା ସମୟରେ ଟ୍ରାଫିକ ନିୟମ ମାନିବାକୁ ପଡିଥାଏ । ଏବଂ ଏହି ନିୟମକୁ ଭାଙ୍ଗିଲେ ଫାଇନ ଦେଇଥାଉ । କିନ୍ତୁ କେବେ ଏମିତି ନିୟମ ଶୁଣିଛନ୍ତି ଯଦି ଅଧା ବାଟରେ ଆପଣଙ୍କ ଗାଡିରୁ ପେଟ୍ରୋଲ ସରିଯାଏ ତେବେ ଆପଣଙ୍କୁ ଫାଇନ ଦେବାକୁ ପଡିଥାଏ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ହଁ ଆଜ୍ଞା ଏପରି ଏକ ନିୟମ ରହିଛି ଜର୍ମାନୀରେ । ଏହି ଦେଶରେ ଆପଣ ଯେତେ ସ୍ପିଡ ଗାଡି ଚଳାଇପାରିବେ ଏଥିପାଇଁ ଆପଣଙ୍କୁ କୌଣସି ଫାଇନ ଦେବା ପାଇଁ ପଡିବନି । କିନ୍ତୁ ଆପଣଙ୍କ ଗାଡିରୁ ଯଦି ଅଧା ରାସ୍ତାରେ ପେଟ୍ରୋଲ ସରିଯାଏ ତେବେ ଆପଣଙ୍କୁ ଫାଇନ ଦେବା ପାଇଁ ପଡିବ । କାହିଁକିନା ସେଠାରେ ଏହାକୁ ଏକ ଅପରାଧ ବୋଲି ମାନିଥାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *