୧୦୨ କୋଟିର ଅର୍ଥ ଋଣ ,ମହିଳା ଗୋଷ୍ଠିକୁ ….

୧୦୨ କୋଟିର ଅର୍ଥ ଋଣ ,ମହିଳା ଗୋଷ୍ଠିକୁ ….

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପକ୍ଷରୁ ମହିଳା ଗୋଷ୍ଠିକୁ ୧୦୨ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି | ଟାଉନ ହଲଠାରେ ଅୟୁଜିତ ଋଣ ବଣ୍ଟନ ମେଳାରେ ବିଭିନ ଧନ୍ଦାମୂଳକ କାର୍ଯ୍ୟକ୍ରମ ଓ କୃଷି କାର୍ଯ୍ୟରେ ବିନିଯୋଗ ପାଇଁ ଜିଲାର ୧୮୦୦ ମହିଳା ଗୋଷ୍ଠିକୁ ଏହି ଋଣ ଅତିଥି ଭାବେ ଜିଲାପାଳ କେ.ସୁଦର୍ଶନ ଚକ୍ରବତୀ,ଜିଲାପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସିଂ ,ଜିଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ବାଦଲ କୁମାର ମହାନ୍ତି କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *