୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଡ୍ରାଇଭରଙ୍କ ମୃତ୍ୟୁ

୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ  ଡ୍ରାଇଭରଙ୍କ ମୃତ୍ୟୁ

କାମାକ୍ଷାନଗର || ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ୫୩ ନଂ ଜାତୀୟ ରାଜପଥ ମଠକରଗୋଳା ବାଲିସାହି ନିକଟରେ ରାସ୍ତା କଡରେ ଥିବା ଡିଭାଡରରେ ପିଟି ହୋଇ ଜଳିଗଲା ଟ୍ରକ । ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଡ୍ରାଇଭରଙ୍କ ମୃତ୍ୟୁ । ଜଳନ୍ତା ଟ୍ରକରୁ କାମାକ୍ଷାନଗର ଅଗ୍ନିଶମ ବାହିନୀ ସାହାଯ୍ୟରେ ମୃତ ଦେହ ଉଦ୍ଧାର ।

ମୃତ ଡ୍ରାଇଭର ଢେଙ୍କାନାଳ ସଦର ଅନ୍ତର୍ଗତ ନାଠୁଆ ଗାଁର ବିଶ୍ଵଜିତ ଦେହୁରୀ । ଯାଜପୁର ଡୁବୁରୀରୁ କୋଇଲା ଖାଲି କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।କାମାକ୍ଷାନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

author

Related Articles

Leave a Reply

Your email address will not be published. Required fields are marked *