୧୪ ମିନିଟରେ କ୍ଲିନ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ

୧୪ ମିନିଟରେ କ୍ଲିନ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ

ବନ୍ଦେ ଭାରତ ଏକ୍ସପ୍ରେସ ସଫା ହେବା ପାଇଁ ମାତ୍ର ୧୪ ମିନିଟ ସମୟ ଲାଗିବ । ୪୫ ମିନିଟ ପରିବର୍ତ୍ତେ ୧୪ ମିନିଟରେ ସଫା କରିବେ ସ୍ପେଶିଆଲ କର୍ମଚାରୀ । ୧୪ ମିନିଟରେ ସଫା ହୋଇଯିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ଏହି ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଥମ ପର‌୍ୟ୍ୟାୟରେ ଦିଲ୍ଲୀ ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଓ ଶିରିଡି ସମେତ ୨୯ଟି ସ୍ଥାନରେ ଏହି ଯୋଜନା ଲାଗୁ କରାଯାଇଛି । ଜାପାନରେ ୭ ମିନିଟରେ ସଫା ହେଉଛି ବୁଲେଟ୍ ଟ୍ରେନ୍ । ଏହା ପରେ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଉଛି ଜାପାନର ବୁଲେଟ୍ ଟ୍ରେନ୍ । ଏହି ପଦ୍ଧତି ଆପଣାଇଛି ଭାରତ । ପୂର୍ବରୁ ବନ୍ଦେ ଭାରତ ସଫା ହୋଇ ପରବର୍ତ୍ତୀ ଯାତ୍ରା ପାଇଁ ୪୫ ମିନିଟ୍ ଲାଗୁଥିଲା । ଏବେ ୧୪ ମିନିଟରେ ମିରାକେଲ୍ ଦେଖିବାକୁ ମିଳିବ । ପ୍ରତି ବଗିରେ ୩ ଜଣ ଲେଖାଏଁ ପ୍ରଶିକ୍ଷିତ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *