୧୫ ଅଗଷ୍ଟରେ ସ୍ୱାଧିନତା ଦିବସ ପାଳନ କରେ ନାହିଁ ଗାଁ

୧୫ ଅଗଷ୍ଟରେ ସ୍ୱାଧିନତା ଦିବସ ପାଳନ କରେ ନାହିଁ ଗାଁ

ଭାରତ ଏପରି କିଛି ଗାଁ ରହିଛି ଯେଉଁଠି ୧୫ ଅଗଷ୍ଟ ବଦଳରେ ୧୮ ଅଗଷ୍ଟରେ ସ୍ୱାଧିନତା ଦିବସ ପାଳନ କରାଯାଏ । ତେବେ ଏହା ହେଉିଁ ୱେଷ୍ଟ ବେଙ୍ଗଲ ନଦିଆ ଜିଲ୍ଲାର ଶିବନିବାସ ଏକ ଗାଁ ଯେଉଁଠି ୧୫ ଅଗଷ୍ଟ ପରିବର୍ତ୍ତେ ୧୮ ଅଗଷ୍ଟରେ ସ୍ୱାଧିନତା ଦିବସ ପାଳନ କରାଯାଏ । ୧୨ ଅଗଷ୍ଟ ୧୯୪୭ ମସିହାରେ ୧୫ ଅଗଷ୍ଟକୁ ଦେଶର ସ୍ୱାଧିନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତକୁ ବିଭାଜନ କଲାବେଳେ ବିଟିଶ୍ର ଅଫିସର ଜନ ର‌୍ୟାଡକିଲ୍ଫ ଭୁଲ ବଶତଃ ନଦିଆ, ମାଲଦା ଓ ମୁଶିଦାବାଦ ଜିଲ୍ଲାକୁ ଇଷ୍ଟି ପାକିସ୍ତାନର ଅନ୍ତଭୁକ୍ତ କରିଥିଲେ । କିନ୍ତୁ ଏଠାରେ ହିନ୍ଦୁ ଲୋକ ଅଧିକ ଥିବାରୁ ଆନ୍ଦୋଳନ ହେବାରୁ ସେମାନଙ୍କୁ ୧୮ରେ ସ୍ୱାଧିନତା ଦିବସ ପାଳନ ପାଇଁ ଅନୁମତି ମିଳିଥିଲା । ୧୯୯୧ ମସିହାରେ ପ୍ରଧାନମନ୍ତ୍ରୀ ପି.ଭି ନରସିହ ରାଓ ଏହି ଗାଁକୁ ଅନୁମତି ଦେଲେ ସେମାନେ ୧୮ ଅଗଷ୍ଟରେ ସ୍ୱାଧିନତା ଦିବସ ପାଳନ କରିବେ ।

author

Related Articles

Leave a Reply

Your email address will not be published. Required fields are marked *